ଏକାଠି ନିର୍ବାଚନ ପ୍ରସଙ୍ଗ:ମୋଦୀଙ୍କୁ ସମର୍ଥନ କଲେ ନବୀନ

ଭୁବନେଶ୍ୱର: ଗଣତନ୍ତ୍ର ପାଇଁ ନିର୍ବାଚନର ଆବଶ୍ୟକତା ରହିଛି। ଆମେ ଲୋକଙ୍କ ପାଇଁ କାମ କରିବାକୁ ନିର୍ବାଚିତ ହୋଇଛୁ। ବର୍ଷତମାମ ନିର୍ବାଚନ ପ୍ରକ୍ରିୟା ଜାରି ରହୁଥିବାରୁ ଲୋକଙ୍କ କାମ ଅର୍ଥାତ୍‌ ବିକାଶରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଏକତ୍ର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଆମେ ସମର୍ଥନ କରୁଛୁ। ଦେଶରେ ଏକତ୍ର ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ … Continue reading ଏକାଠି ନିର୍ବାଚନ ପ୍ରସଙ୍ଗ:ମୋଦୀଙ୍କୁ ସମର୍ଥନ କଲେ ନବୀନ